କେନ୍ଦ୍ରାପଡା ପୈାରାଞ୍ଚଳ ରେ ସ୍ପ୍ରେ ହବ ବିଶୋଧକ

#କେନ୍ଦ୍ରାପଡା_ପୈାରାଞ୍ଚଳ_ରେ_ସ୍ପ୍ରେ_ହବ_ବିଶୋଧକ         କେନ୍ଦ୍ରାପଡା    :  କରୋନା ଭୂତାଣୁ ର ଆତଙ୍କ କୁ ପ୍ରତିରୋଧ କରିବା ପାଇଁ କେନ୍ଦ୍ରାପଡା ସହରକୁ ବିଶୋଧନ କରାଯିବ । ଏହା ସହ ମଶା, ମାଛି ଓ ଅନ୍ୟ କୀଟାଣୁ ମାନଙ୍କୁ ଫଗିଙ୍ଗ ମେସିନ (ସ୍ପ୍ରେ ) ଦ୍ୱାରା ଜୀବାଣୁ ମୁକ୍ତ କରାଯିବ ବୋଲି ଜଣା ପଡିଛି । ସହରର ବିଭିନ୍ନ ସାହି ବସ୍ଥିରେ ମଶା, ମାଛି ଙ୍କର ଉପଦ୍ରବ ସାଙ୍ଗକୁ ଅନ୍ୟାନ୍ୟ ଅଜଣା କୀଟାଣୁ ବୃଦ୍ଧିର ଆଶଙ୍କା ଥିବାରୁ ଏହାକୁ ନିପାତ କରିବା […]

Continue Reading