କୃଷି କ୍ଷେତ୍ରକୁ କଟକଣାମୁକ୍ତ କଲେ ସରକାର

କୃଷି କ୍ଷେତ୍ରକୁ କଟକଣାମୁକ୍ତ କଲେ ସରକାର

#କୃଷି_କ୍ଷେତ୍ରକୁ_କଟକଣାମୁକ୍ତ_କଲେ_ସରକାର         ଭୁବନେଶ୍ୱର  :   ଅଧିକାଂଶ ରାଜ୍ୟବାସୀ କୃଷି ଉପରେ ନିର୍ଭରଶୀଳ । ତେଣୁ ଫସଲ ଅମଳ ଓ ଏହାର ପରିବହନ, ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ ଲକ୍ ଡାଉନ୍ କଟକଣାମୁକ୍ତ କରାଯାଇଛି । ବିହନ, ସାର ଏବଂ କୀଟନାଶକ ଔଷଧ ଦୋକାନ ଦିନର ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଖୋଲା ରହିବ । ସାମାଜିକ ଦୂରତା ବଜାୟ ରଖି ଏହାର ଉପଲବ୍ଧତା ଓ ବିକ୍ରିକୁ ସୁନିଶ୍ଚିତ କରିବାକୁ ପଦକ୍ଷେପ ନିଆଯାଇଛି ବୋଲି କୃଷି […]

Continue Reading