ଲକ ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ କୃଷି କାର୍ଯ୍ୟ ପାଇଁ କୋହଳ ହେଲା ନିୟମ

ଲକ ଡାଉନର ଦ୍ୱିତୀୟ ପର୍ଯ୍ୟାୟରେ କୃଷି କାର୍ଯ୍ୟ ପାଇଁ କୋହଳ ହେଲା ନିୟମ

#କୃଷି_କାର୍ଯ୍ୟ_ପାଇଁ_କୋହଳ_ହେଲା_ନିୟମ        ଭୁବନେଶ୍ବର: ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଏପ୍ରିଲ ୩୦ ଯାଏଁ ବଳବତ୍ତର ରହିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି  ନିୟମରେ କିଛି ପରିବର୍ତ୍ତନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା କହିଛନ୍ତି।  ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା ଏନେଇ ସୂଚନା ଦେଇ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ଲକଡାଉନ୍ ଅବଧି ସଫଳ ହୋଇଛି । ଏପ୍ରିଲ ୧୫ ପରଠାରୁ ରବି ଫସଲ ଉତ୍ପାଦନ ଆରମ୍ଭ […]

Continue Reading