କୃପାଜଳରେ ହେବ ଜିଲ୍ଲା ପ୍ରବାସୀ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

କୃପାଜଳରେ ହେବ ଜିଲ୍ଲା ପ୍ରବାସୀ ଫେରନ୍ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

#କୃପାଜଳରେ_ହେବ_ଜିଲ୍ଲା_ପ୍ରବାସୀ_ଓଡିଆଙ୍କ_ସ୍ୱାସ୍ଥ୍ୟ_ପରୀକ୍ଷା          ପିପିଲି : ( ବିଜୟ କୁମାର ମହାପାତ୍ର )  ରାଜ୍ୟ ଓ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀ ଓଡିଆଙ୍କ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସ୍ୱାସ୍ଥ୍ୟ କେନ୍ଦ୍ର ପିପିଲି ଥାନା ଅଧିନସ୍ଥ କୃପାଜଳ ଇଞ୍ଜିନିୟରିଂ କଲେଜ ପରିସରରେ ଖୋଲାଯିବ ।  ଏନେଇ ଜିଲ୍ଲାପାଳ ପୁରୀ ବଳବନ୍ତ ସିଂହଙ୍କ ନେତୃତ୍ୱରରେ ପୁରୀ ଏସପି ଉମାଶଙ୍କର ଦାସ,ଅତିରିକ୍ତ ଏସପି ଅରୁଣ କୁମାର ଜେନା ,ଉପଜିଲ୍ଲାପାଳ ପୁରୀ ଭବ ତରଣ ସାହୁ ,ଏସଡିପିଓ ପିପିଲି ଦେବଦତ୍ତ ବରାଳ,ତହସିଲଦାର ପିପିଲି ସପନ […]

Continue Reading