#କରୋନା_ଆକ୍ରାନ୍ତଙ୍କ_ସଂଖ୍ୟା_୫୦ ଛୁଇଁଲା          

ପୁଣି କଳାହାଣ୍ଡିରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

#କଳାହାଣ୍ଡିରୁ_ଚିହ୍ନଟ_ହେଲେ_ଆଉ_ଜଣେ_କରୋନା_ଆକ୍ରାନ୍ତ          ଭବାନୀପାଟଣା: ( ରଜନୀକାନ୍ତ ମୁନୀ ) ଗତକାଲି ରାତିରେ ଚିହ୍ନଟ ହୋଇଥିବା ଚାରିଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ଜଣେ କଳାହାଣ୍ଡିର ବୋଲି ଜିଲ୍ଲାପାଳ ଡକ୍ଟର ଗାଭାଲି ପରାଗହରସଦ୍ ସୂଚନା ଦେଇଛନ୍ତି। ଏହାଫଳରେ କଳାହାଣ୍ଡିର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। କଳାହାଣ୍ଡିର ପ୍ରଥମ କରୋନା ଆକ୍ରାନ୍ତଙ୍କ ସହ କ୍ରିକେଟ୍ ଖେଳିବା ସମୟରେ ସମ୍ଭବତଃ ସେ ସଂକ୍ରମିତ ହେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ତାଙ୍କୁ କଟକର ଅଶ୍ୱିନୀ କୋଭିଡ୍ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ଓ ତାଙ୍କର ସଂସ୍ପର୍ଶରେ […]

Continue Reading