କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା

କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା

#କର୍ମୀଙ୍କ_ଦ୍ୱାରା_ଗୋଡ଼_ମାଲିସ_କରାଇଲେ_ନେତା  ପାଟନା: କର୍ମୀଙ୍କ ଦ୍ୱାରା ଗୋଡ଼ ମାଲିସ କରାଇଲେ ନେତା | ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାର ଥିବାବେଳେ ବିହାରର ପାଟନାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି | ଏଠାରେ ଜଣେ ବିଧାୟକ ଶୋଇଥିବାବେଳେ କର୍ମୀ ତାଙ୍କର ଗୋଡ଼ ମାଲିସ କରୁଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି | ପାଟନାର ଗାନ୍ଧୀ ମୈଦାନରେ ଆୟୋଜନ ହୋଇଥିଲା ଜେଡିୟୁର କାର୍ଯ୍ୟକର୍ତ୍ତା ସମ୍ମିଳନୀ | ବହୁ ସଂଖ୍ୟାରେ କର୍ମୀ ଏଥିରେ ଯୋଗ ଦେଇଥିବାବେଳେ ବିହାରର […]

Continue Reading