ସରକାରୀ କର୍ମଚାରୀଙ୍କ ସରକାରୀ ନିୟମକୁ ଫୁ...

ସରକାରୀ କର୍ମଚାରୀଙ୍କ ସରକାରୀ ନିୟମକୁ ଫୁ…

 #କର୍ମଚାରୀଙ୍କ_ସରକାରୀ_ନିୟମକୁ_ଫୁ…             ବ୍ରହ୍ମପୁର :    କରୋନା ମହାମାରୀ କୁ ରୋକିବା ପାଇଁ କୌଣସି ସଫଳ ଔଷଧ ଏ ପର୍ଯ୍ୟନ୍ତ ବହାରିନାହିଁ ।କିନ୍ତୁ ଏ କ୍ଷେତ୍ରରେ ସାମାଜିକ ଦୂରତା ହିଁ ସର୍ବାଧିକ ଫଳପ୍ରେଷ୍ୟ ସାବସ୍ତ୍ୟ ହୋଇଛି ।ତେଣୁ ସରକାରଙ୍କ ତରଫରୁ ସାମାଜିକ ଦୁରତ୍ୱକୁ ବଜାୟ ରଖିବା ପାଇଁ ସର୍ବାଧିକ ଗୁରୁତ୍ୱ ଦିଆ ଯାଉଛି।ଉଚ୍ଚ ପଦସ୍ତ ଅଧିକାରୀମାନେ ରାତି,ଦିନ ଏକ କରି ସମାଜରେ ସାମାଜିକ ଦୂରତ୍ୱ କେମିତି ବଜାୟ ରହିବ ସେଥିପ୍ରତି ଚେଷ୍ଟା କରୁଛନ୍ତି ।କିନ୍ତୁ ତଳ ସ୍ତରର କର୍ମଚାରୀ […]

Continue Reading