କୋଭିଡ୍ ପାଇଁ ସରକାରୀ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ

କୋଭିଡ୍ ପାଇଁ ସରକାରୀ କର୍ମଚାରୀଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ପରାମର୍ଶ

#କର୍ମଚାରୀଙ୍କ_ନିମନ୍ତେ_ରାଜ୍ୟ_ସରକାରଙ୍କ_ପରାମର୍ଶ       ଭୁବନେଶ୍ୱର   : ରାଜ୍ୟରେ କୋଭିଡ୍ -୧୯ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସାମାଜିକ ଗୁରୁତ୍ୱକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରି ବିଭିନ୍ନ ସରକାରୀ ବିଭାଗ/କାର୍ଯ୍ୟାଳୟଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । କାର୍ଯ୍ୟ ପରିସରରେ ପରସ୍ପର ମଧ୍ୟରେ ୨ ମିଟର ବ୍ୟବଧାନର ସାମାଜିକ ଦୂରତ୍ୱ ବଜାୟ ରଖିବା, କରିଡର ଏବଂ ସର୍ବସାଧାରଣ ଚଳ ପ୍ରଚଳ ସ୍ଥାନରେ ଅଯଥା ଗହଳି ନ’କରିବାକୁ ରାଜ୍ୟ ସମରକାର କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି […]

Continue Reading