କରୋନା ସହାୟତା ପାଣ୍ଠିକୁ ବୃତ୍ତି ଟଙ୍କା ଦାନ କଲେ ଛାତ୍ରୀ

କରୋନା ସହାୟତା ପାଣ୍ଠିକୁ ବୃତ୍ତି ଟଙ୍କା ଦାନ କଲେ ଛାତ୍ରୀ

#କରୋନା_ସହାୟତା_ପାଣ୍ଠିକୁ_ବୃତ୍ତି_ଟଙ୍କା_ଦାନ_କଲେ_ଛାତ୍ରୀ          କେନ୍ଦ୍ରାପଡା  :  କେନ୍ଦ୍ରାପଡା ଜିଲ୍ଲା କରାଣ୍ଡିଆ ପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଦଶମ ଶ୍ରେଣୀ ଛାତ୍ରୀ ନିଜର ସ୍କଲାରସିପ୍ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଛାତ୍ରୀ ଶୁଭସ୍ମିତା ମଲ୍ଲ ୨୫୦୦ ସ୍କଲାରସିପ୍ ଟଙ୍କା ଜିଲ୍ଲାପାଳଙ୍କ ଜରିଆରେ ଫଣ୍ଡକୁ ପଠାଇଥିବା ଜଣା ପଡିଛି ।

Continue Reading