କରୋନା ରେ ସାହା ଭରସା ଓସା

କରୋନା ରେ ସାହା ଭରସା ଓସା

#କରୋନା_ରେ_ସାହା_ଭରସା_ଓସା     ଆବୁଧାବି  : ସେ ଥିଲେ ଘର ର ମେରୁଦଣ୍ଡ । ଦୀର୍ଘ ୧୧ବର୍ଷ ହେଲା ଆବୁଧାବିରେ କାମ କରି ଘର ଚଳାଉଥିଲେ ।ଘରେ ସେ ଥିଲେ ସାନ ପୁଅ । ତାଙ୍କର ଚାରି ଭଉଣୀ । ଆବୁଧାବି ରେ ଚାକିରୀ କଲା ପରେ ସମସ୍ତଙ୍କର ବିଭାଘର କରିପାରିଥିଲେ । ଘରେ ତିନି ପ୍ରାଣୀ ସମସ୍ତେ ମହେନ୍ଦ୍ରଙ୍କ ଭରସାରେ ଥିଲେ ।  କିନ୍ତୁ ଭାଗ୍ୟର ବିଡମ୍ବନା । ଭଗବାନ ଶେଷରେ ନିଷ୍ଠୁର ହୋଇଗଲେ । ଘରେ ବୁଢ଼ୀ […]

Continue Reading