କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସମାଜସେବୀଙ୍କ ଅର୍ଥ ଦାନ

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସମାଜସେବୀଙ୍କ ଅର୍ଥ ଦାନ

#କରୋନା_ମୁକାବିଲା_ପାଇଁ_ମୁଖ୍ୟମନ୍ତ୍ରୀ_ଙ୍କ_ରିଲିଫ_ପାଣ୍ଠିକୁ_ଦାନ   ଯାଜପୁର : ( ବିଶ୍ବଜିତ ରଣା ) କରୋନା ର ଭୟାବହତା ସହ ମୁକାବିଲା  ଆବଶ୍ୟକତାକୁ ଅନୁଭବ କରି ସମାଜସେବୀ ସହାୟତାର ହାତ ବଢାଇଛନ୍ତି । ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଞ୍ଚି ଯାଜପୁର ଟାଉନ୍ ର ବ୍ୟବବସାୟୀ ତଥା ସମାଜସେବୀ ଅମୂଲ୍ୟ କୁମାର ସାହୁ ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।ଜିଲ୍ଲାପାଳ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଦେବା ସହ ଏହା ଏକ […]

Continue Reading