କରୋନା ମୁକାବିଲାରେ ସାମିଲ ହୋଇଛନ୍ତି ୭୨ ହଜାର ଅଙ୍ଗନବାଡି କର୍ମୀ

#କରୋନା_ମୁକାବିଲାରେ_ସାମିଲ_ହୋଇଛନ୍ତି_୭୨_ହଜାର_ଅଙ୍ଗନବାଡି_କର୍ମୀ       ଭୁବନେଶ୍ୱର   :  ଲକ୍ ଡାଉନ୍ ଘୋଷଣା ପରେ ସ୍ୱଳ୍ପ ସମୟ ମଧ୍ୟରେ ପ୍ରାୟ ୭୨,୫୦୦ ଅଙ୍ଗନବାଡ଼ି କର୍ମୀଙ୍କ ଜରିଆରେ ରାଜ୍ୟର ୪୧,୨୭,୦୫୦ ଗର୍ଭବତୀ, ପ୍ରସୂତି ଓ ଶିଶୁ ହିତାଧିକାରୀଙ୍କୁ ଶୁଖିଲା ରାସନ୍, ଅଣ୍ଡା (ସାପ୍ତାହିକ) ସେମାନଙ୍କ ଘରେ ବିତରଣ କରାଯାଇଛି ବୋଲି , ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ହିଂଜିଳିକାଟୁର […]

Continue Reading