କରୋନା ଭାଇରସ ଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ

କରୋନା ଭାଇରସ ଦ୍ୱାରା ବିଶ୍ୱ ଅର୍ଥନୀତି ପ୍ରଭାବିତ ହେବ

#କରୋନା_ଭାଇରସ_ଦ୍ୱାରା_ବିଶ୍ୱ_ଅର୍ଥନୀତି_ପ୍ରଭାବିତ_ହେବ  ନୂଆଦିଲ୍ଲୀ : ଚୀନକୁ କବଳିତ କରିଥିବା କରୋନା ଭାଇରସ ଭୁତାଣୁ ସଂକ୍ରମଣ ଦ୍ୱାରା ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଚୀନ ବିଶ୍ୱର ୨ୟ ବୃହତ୍ତମ ଅର୍ଥନୀତି ଓ ପ୍ରମୁଖ ଉତ୍ପାଦନ ହବ୍‌ ହୋଇଥିବାରୁ ଚୀନ ପ୍ରଭାବିତ ହେଲେ ସମଗ୍ର ବିଶ୍ୱ ଅର୍ଥନୀତି ଉପରେ ବିପଦର କଳାବାଦଲ ମାଡ଼ିଆସିବ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ କରୋନା ଭାଇରସ ଦ୍ୱାରା ବିଶ୍ୱର ଅର୍ଥନୀତି ପ୍ରଭାବିତ ହେବ […]

Continue Reading