କରୋନା ପାଇଁ କୁନିଝିଅର ବଡ଼ ସହାୟତା

କରୋନା ପାଇଁ କୁନିଝିଅର ବଡ଼ ସହାୟତା

#କରୋନା_ପାଇଁ_କୁନିଝିଅର_ବଡ଼_ସହାୟତା          ଯାଜପୁର  : ( ବିଶ୍ବଜିତ ରଣା )   କରୋନା ବିରୁଦ୍ଧରେ ଲଢ଼େଇ ପାଇଁ ବିଭିନ୍ନ ଉପାୟରେ ଲୋକ ନିଜକୁ ପ୍ରସ୍ତୁତ କରୁଛନ୍ତି । ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ନିଜର ଅବଦାନ ପାଇଁ ଚେଷ୍ଟିତ ଅଛନ୍ତି । ପୂର୍ବରୁ ନିଜର ସଂଚୟ ବାକ୍ସ ଭାଙ୍ଗି ଅନେକ ପିଲା କରୋନା ସହାୟତା ପାଇଁ ଅର୍ଥଦାନ କରିଥିବା ବେଳେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ହସ୍ତରେ ଯାଜପୁର ରୋଡ଼ କହ୍ନେଇପୁରର କୁନିଝିଅ ସାଇତ୍ରୀଷ୍ଣା […]

Continue Reading