କରୋନା ନେଲା ବିଧାୟକଙ୍କ ମୁଣ୍ଡ

କରୋନା ନେଲା ବିଧାୟକଙ୍କ ମୁଣ୍ଡ

#କରୋନା_ନେଲା_ବିଧାୟକଙ୍କ_ମୁଣ୍ଡ        ଚେନ୍ନାଇ  : ତାମିଲନାଡୁର ଡିଏମକେ ବିଧାୟକ ଜେ. ଆନବାଝାଗନ କରୋନାରେ ଆକ୍ରାନ୍ତ ହୋଇ ବୁଧବାରଦିନ ମୃତ୍ୟୁବରଣ କରିଛନ୍ତି । ନିଜର ୬୨ତମ ଜନ୍ମ ଦିନରେ ବିଧାୟକ ଜଣକ ଆରପାରିକୁ ଚାଲିଯାଇଛନ୍ତି । ଏହାକୁ ନେଇ ଦଳୀୟ ନେତା ଓ କର୍ମୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ୬୨ ବର୍ଷୀୟ ଆନବାଝାଗନ କରୋନାରେ ଆକ୍ରାନ୍ତ ହେବା ପରେ ଗତ ୨ ତାରିଖରେ ତାଙ୍କୁ ଡ. ରେଲା ଇନ୍ଷ୍ଟିଚ୍ୟୁଟ୍ ଆଣ୍ଡ ମେଡିକାଲ ସେଂଟରରେ ଭର୍ତି କରାଯାଇଥିଲା । […]

Continue Reading