କରୋନା କେନ୍ଦ୍ରରେ ସାଇ ସଂଗଠନ ପକ୍ଷରୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟସେବା

କରୋନା କେନ୍ଦ୍ରରେ ସାଇ ସଂଗଠନ ପକ୍ଷରୁ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟସେବା

#କରୋନା_କେନ୍ଦ୍ରରେ_ସାଇ_ସଂଗଠନ_ପକ୍ଷରୁ_ଆଧ୍ୟାତ୍ମିକ_ସ୍ୱାସ୍ଥ୍ୟସେବା         କେନ୍ଦ୍ରାପଡ଼ା  : କରୋନାଜନିତ ଲକ୍ଡ଼ାଉନ୍ ସମୟରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ସ୍ଥାନରୁ ଆସି ସଂଗରୋଧ ଗୃହରେ ରହୁଥିବା ଲୋକମାନଙ୍କୁ ଶ୍ରୀ ସତ୍ୟସାଇ ସେବା ସଂଗଠନ, ଓଡ଼ିଶା ଶାଖା ପକ୍ଷରୁ ସେବା ଓ ସହାୟତା ଯୋଗାଇ ଦିଆଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ସାଇ ସଂଗଠନ ପକ୍ଷରୁ ଜିଲ୍ଲାର ପଞ୍ଜିକରଣ କେନ୍ଦ୍ର ସମେତ ବିଭିନ୍ନ ବିଦ୍ୟାଳୟରେ ରହୁଥିବା ପ୍ରବାସୀ ଭାଇଭଉଣୀମାନଙ୍କୁ ସତ୍ୟସାଇ ସେବାଦଳ କର୍ମୀମାନେ ପ୍ରତ୍ୟହ ଶୁଖିଲା ଖାଦ୍ୟ ପ୍ୟାକେଟ ସହ ଆବଶ୍ୟକ […]

Continue Reading