ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା,ଉତ୍କଳ ବିଶ୍ବବିଦ୍ୟାଳୟର ତିନି ବିଭାଗ ସିଲ୍‌

ଅଧ୍ୟାପିକାଙ୍କ ଝିଅଙ୍କୁ କରୋନା,ଉତ୍କଳ ବିଶ୍ବବିଦ୍ୟାଳୟର ତିନି ବିଭାଗ ସିଲ୍‌

#କରୋନା_ଉତ୍କଳ_ବିଶ୍ବବିଦ୍ୟାଳୟର_ତିନି_ବିଭାଗ_ସିଲ୍‌      ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ଅଧ୍ୟାପିକାଙ୍କ ଝିଅ କରୋନାj ଆକ୍ରାନ୍ତ । ତାଙ୍କ ସଂସ୍ପର୍ଶରେ ଅଧ୍ୟାପିକା ଆସିବା ପରେ ଅଫିସ୍‌ ଆସିଥିଲେ ଏବଂ କ୍ୟାମ୍ପସରେ ବୁଲାବୁଲି କରିଥିଲେ। ଏହା ଜଣାପଡ଼ିବା ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଅଧ୍ୟାlପିକା କାର୍ଯ୍ୟ କରୁଥିବା ଅଫିସ ସମତେ ସମ୍ପୃକ୍ତ କୋଠାର ଅନ୍ୟ ଦୁଇଟି ବିଭାଗକୁ ମଧ୍ୟ ବିଶ୍ବବିଦ୍ୟାଳୟ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଅଧ୍ୟାପିକା  ନିଜ ବିଭାଗକୁ ଆସି କାମ କରିବା ସହିତ ଝିଅ କରୋନା ଆକ୍ରାନ୍ତ […]

Continue Reading