ରାଜ୍ୟରେ କରୋନା ନେଲା ୮ମ ମୁଣ୍ଡ

ରାଜ୍ୟରେ କରୋନା ନେଲା ୮ମ ମୁଣ୍ଡ

#କରୋନା_ନେଲା_୮ମ_ମୁଣ୍ଡ          ଭୁବନେଶ୍ୱର  : ରାଜ୍ୟରେ କରୋନାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏହା ଦ୍ୱାରା ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୮ରେ ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ବିଭାଗ ପକ୍ଷରୁ କୁହା ଯାଇଛି ଯେ ମୃତକ ଜଣଙ୍କ ହେଉଛନ୍ତି ୬୩ ବର୍ଷୀୟ ବ୍ୟକ୍ତି ଓ ସେ ଖୋର୍ଧା ଜିଲ୍ଲାର । ସେ କୋବିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । […]

Continue Reading