କରୋନା ନେଲା ନବମ ମୁଣ୍ଡ, ମୃତକ ଗଞ୍ଜାମ ଜିଲ୍ଲାର
#କରୋନା_ନେଲା_ନବମ_ମୁଣ୍ଡ ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ନବମ ମୁଣ୍ଡ । ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ମୃତକ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ସୂଚନା ମିଳିଛି। ସେ ଜଣେ ୫୫ ବର୍ଷିୟ ବ୍ୟକ୍ତି ବୋଲି ବି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । କୋଭିଡ […]
Continue Reading