କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

କଟକ : ସଟଡାଉନ୍ ଉଠିଲା, ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ

#କଟକରୁ_ସଟଡାଉନ୍_ଉଠିଲା             କଟକ: କଟକ ଜିଲ୍ଲାରୁ ସୋମବାର  ସଟଡାଉନ୍‌ ଉଠା ଯାଇଛି।  ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଗତ ଜୁଲାଇ ୪ ତାରିଖରେ ସଟଡାଉନ୍‌ ଘୋଷଣା କରିଥିଲା। ଏଥିସହିତ ମାଳିସାହିରୁ ରାଣିହାଟ ପର୍ଯ୍ୟନ୍ତ ଥିବା କଣ୍ଟେନମେଣ୍ଟ ମଧ୍ୟ ଉଠାଇ ଦିଆଯାଇଛି।ସଟ୍‌ଡାଉନ୍‌ ହଟିବା ପରେ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ-୧୯ ଗାଇଡଲାଇନ୍‌ ନିୟମକୁ ଅନୁସରଣ କରି ଦେକାନ ଓ ସପିଂ ମଲ ଆଦି ଖୋଲା ଯିବ ବୋଲି […]

Continue Reading