କଟକଣା ସତ୍ୱେ ସାବିତ୍ରୀ ଓ ଇଦ୍ ପାଇଁ ବଜାର ସରଗରମ

କଟକଣା ସତ୍ୱେ ସାବିତ୍ରୀ ଓ ଇଦ୍ ପାଇଁ ବଜାର ସରଗରମ

#କଟକଣା_ସତ୍ୱେ_ସାବିତ୍ରୀ_ଓ_ଇଦ୍_ପାଇଁ_ବଜାର_ସରଗରମ      କେନ୍ଦ୍ରାପଡା  :  କରୋନା କଟକଣା ଚତୁର୍ଥ ପର୍ଯ୍ୟାୟ ଲକ ଡାଉନ ବଳବତର ଥିବା ବେଳେ ପ୍ରଶାସନ ପକ୍ଷରୁ ସକାଳ-୭ ରୁ ସଂନ୍ଧ୍ୟା-୬ ବ୍ୟବସ୍ଥା ଗ୍ରହଣ କରା ଯାଇଛି । ଦୀର୍ଘ ୧୧ ଘଣ୍ଟା କାଳ ଦୋକାନ ବଜାର ଖୋଲା ରହୁ ଥିବାରୁ ଗ୍ରାହକ ମାନେ ମନ ପସନ୍ଦର ସାମଗ୍ରୀ କିଣିବା ପାଇଁ ବଜାର ରେ ଗହଳି କରୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଏହା ସାଙ୍ଗକୁ ସାବିତ୍ରୀ ଅମାବାସ୍ୟା ଓ ଇଦୁଲ-ଫିତର ଲାଗଲାଗ ପଡୁଥିବାରୁ ପୋଷାକପତ୍ର […]

Continue Reading