ଓଡ଼ିଶାର ବାତ୍ୟା କ୍ଷୟକ୍ଷତି ପାଇଁ ୫୦୦ କୋଟିର ଅଗ୍ରୀମ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

#ଓଡ଼ିଶାର_ବାତ୍ୟା_କ୍ଷୟକ୍ଷତି_ପାଇଁ_୫୦୦_କୋଟିର_ଅଗ୍ରୀମ_ସହାୟତା        ଭୁବନେଶ୍ୱର  : ଅମ୍ଫାନ ପ୍ରଭାବିତ ଓଡ଼ିଶାର କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗ୍ରୀମ ୫ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶୁକ୍ରବାର ଓଡ଼ିଶାର ଅମ୍ଫାନ ପ୍ରଭାବିତ ଜିଲ୍ଲା ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଭୁବନେଶ୍ୱର ବିମାନବନ୍ଦରସ୍ଥିତ କନଫରେନ୍ସ ହଲଠାରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ କ୍ଷୟକ୍ଷତିର ସମୀକ୍ଷା କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ […]

Continue Reading