ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

ଓଡ଼ିଶାରେ ଲକଡାଉନ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରହିବ -ମୁଖ୍ୟ ଶାସନ ସଚିବ

#ଓଡ଼ିଶାରେ_ଲକଡାଉନ_ଜୁନ୍_୩୦_ପର୍ଯ୍ୟନ୍ତ_ଜାରି_ରହିବ         ଭୁବନେଶ୍ୱର  : ଓଡ଼ିଶାରେ ମହାମାରୀ କରୋନା ବ୍ୟାପ୍ତିକୁ ପ୍ରତିରୋଧ କରିବା ନିମନ୍ତେ ରାଜ୍ୟ ସରକାର ଲକ୍-ଡାଉନ୍କୁ ଜୁନ୍ ୩୦ ପର୍ଯ୍ୟନ୍ତ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଗୀତ ଗୋବିନ୍ଦ ଭବନରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କର ଦୂରଦର୍ଶୀ ପଦକ୍ଷେପ ଯୋଗୁ ରାଜ୍ୟ କୋଭିଡ଼-୧୯ ନିୟନ୍ତ୍ରଣରେ ଭଲ ସ୍ଥିତିରେ ଅଛି । ଜୁନ୍ ମାସଟି ଆମ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ । ଣେତୁ ଆମକୁ […]

Continue Reading