କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା ୪୪ ତମ କରୋନା ଆକ୍ରାନ୍ତ

ଓଡ଼ିଶାରେ ପ୍ରଥମ ମୁଣ୍ଡ ନେଲା କରୋନା, ମୃତକ ୭୨ ବର୍ଷୀୟ

#ଓଡ଼ିଶାରେ_ପ୍ରଥମ_ମୁଣ୍ଡ_ନେଲା_କରୋନା              ଭୁବନେଶ୍ୱର:  ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା  କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏ ସଂପର୍କରେ ସୂଚନା ଦିଆଯାଇଛି।  ଏପ୍ରିଲ ୬ ତାରିଖ (ସୋମ ବାର)  ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବା ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା  କଥା ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁପରେ ଆରଏମଆରସି ତାଙ୍କର କରୋନା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିଥିଲା। […]

Continue Reading