ବିଦେଶ ଫେରନ୍ତା ୫୪୪ ଙ୍କ କ୍ୱାରେଣ୍ଟାଇନ ଅବଧି ସରିଲା

ଓଡ଼ିଶାରେ ତୃତୀୟ ‘କରୋନା’ ରୋଗୀ ଚିହ୍ନଟ

#ଓଡ଼ିଶାରେ_ତୃତୀୟ_‘କରୋନା’_ରୋଗୀ_ଚିହ୍ନଟ       ଭୁବନେଶ୍ୱର  : ଓଡ଼ିଶାରେ ଆଉ ଜଣେ ‘କରୋନା’ ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ରକ୍ତ ନମୁନା ଭିତରୁ ଗୋଟିକରେ ପଜିଟିଭ ଆସିଛି। ଚିହ୍ନଟ ହୋଇଥିବା ବ୍ୟକ୍ତି ଭୁବନେଶ୍ୱରର ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ। ଏହାକୁ ମିଶାଇ ‘କରୋନା’ଙ୍କ ଆକ୍ରାନ୍ତ ସଂଖ୍ୟା ୩ରେ ପହଞ୍ଚିଛି। ତେବେ ତୃତୀୟ ରୋଗୀ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜଣାପଡ଼ିନାହିଁ। ସେମାନଙ୍କୁ ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ […]

Continue Reading