ଓଡ଼ିଶାରେ ଖୋଲିବ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ

ଓଡ଼ିଶାରେ ଖୋଲିବ ଦେଶର ସବୁଠୁ ବଡ଼ କରୋନା ହସ୍ପିଟାଲ

#ଓଡ଼ିଶାରେ_ଖୋଲିବ_ଦେଶର_ସବୁଠୁ_ବଡ_କରୋନା_ହସ୍ପିଟାଲ   ଭୁବନେଶ୍ୱର  :  କୋଭିଡ – ୧୯ ରୋଗୀଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ଦେଶର ସବୁଠୁ ବଡ କୋଭିଡ- ୧୯ ଡାକ୍ତରଖାନା ଖୋଲିବ । କୋଭିଡ ୧୯ ରୋଗୀଙ୍କ ଚିକିତ୍ସା ପାଇଁ ଭୁବନେଶ୍ୱରରେ ୧୦୦୦ ଶଯ୍ୟା ବିଶିଷ୍ଟ ରାଜ୍ୟ ସ୍ତରୀୟ ଡାକ୍ତରଖାନା ସ୍ଥାପନ ପାଇଁ ରାଜ୍ୟ ସରକାର ଗୁରୁବାର ଦିନ ଲୋକ ସେବା ଭବନରେ ସମ୍ ଏବଂ କିମ୍ ସ ମେଡିକାଲ କଲେଜ ସହିତ ଦୁଇଟି ତ୍ରିପାକ୍ଷିକ […]

Continue Reading