ପ୍ରବାସୀ ମାନଙ୍କ ରାଜ୍ୟକୁ ପ୍ରବେଶ ନେଇ ଓଡିଶା ହାଇକୋର୍ଟଙ୍କ ରାୟ ସୁପ୍ରିମ କୋର୍ଟରେ ସ୍ଥଗିତ

ପ୍ରବାସୀ ମାନଙ୍କ ରାଜ୍ୟକୁ ପ୍ରବେଶ ନେଇ ଓଡିଶା ହାଇକୋର୍ଟଙ୍କ ରାୟ ସୁପ୍ରିମ କୋର୍ଟରେ ସ୍ଥଗିତ

#ଓଡିଶା_ହାଇକୋର୍ଟଙ୍କ_ରାୟ_ସୁପ୍ରିମ_କୋର୍ଟରେ_ସ୍ଥଗିତ             ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟ ପ୍ରବାସୀଙ୍କ ଓଡ଼ିଶା ପ୍ରବେଶକୁ ନେଇ ଜାରି କରିଥିବା କଟକଣା ଉପରେ ଆଜି ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗତକାଲି ଓଡ଼ିଶା ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ ଯେ  ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ୍ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବାକୁ ଅନୁମତି […]

Continue Reading