ଓଡିଶା କ୍ୟାଡର ଆଇଏଏସ୍ ତୁହିନ୍ କାନ୍ତ ପାଣ୍ଡେଙ୍କୁ କରୋନା

ଓଡିଶା କ୍ୟାଡର ଆଇଏଏସ୍ ତୁହିନ୍ କାନ୍ତ ପାଣ୍ଡେଙ୍କୁ କରୋନା

#ଓଡିଶା_କ୍ୟାଡର_ଆଇଏଏସ୍_ତୁହିନ୍_କାନ୍ତ_ପାଣ୍ଡେଙ୍କୁ_କରୋନା          ନୂଆଦିଲ୍ଲୀ   : ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ମିଳିଛି ।ଶ୍ରୀ ପାଣ୍ଡେ ବର୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥାଇ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଦାୟିତ୍ୱ ରେ ରହିଛନ୍ତିି । ସୂଚନା ଅନୁଯାୟୀ ଆଇଏଏସ୍ ଶ୍ରୀ ପାଣ୍ଡେଙ୍କ ଶରୀରରେ ସାମାନ୍ୟ ଜ୍ୱରର ଲକ୍ଷଣ […]

Continue Reading