ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

#ଓଡିଶାର_ବାତ୍ୟା_ପ୍ରଭାବି_ ଅଞ୍ଚଳ_ପରିଦର୍ଶନ_କଲେ_ପ୍ରଧାନମନ୍ତ୍ରୀ                  ଭୁବନେଶ୍ୱର  : ( ଶ୍ରୀକାନ୍ତ ରାଉତ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଓଡିଶାରେ ବାତ୍ୟା ଅମ୍ଫାନ  ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ବାତ୍ୟା ଦ୍ୱାରା କ୍ଷୟକ୍ଷତି ହୋଇଥିବା କେନ୍ଦ୍ରାପଡା , ଜଗତସିଂହପୁର , ବାଲେଶ୍ୱର ଓ ଭଦ୍ରକ ଆଦି ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିବା ପରେ ଭୁବନେଶ୍ୱର ଫେରି ବିମାନବନ୍ଦରର କନଫରେନ୍ସ ହଲ୍ ରେ ଅନୁଷ୍ଠିତ ବାତ୍ୟା ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ଓଡିଶା […]

Continue Reading