ଓଡିଶାରେ ୮୦ ସକ୍ରିୟ କରୋନା ରୋଗୀ

ଓଡିଶାରେ ୮୦ ସକ୍ରିୟ କରୋନା ରୋଗୀ

#ଓଡିଶାରେ_୮୦_ସକ୍ରିୟ_କରୋନା_ରୋଗୀ           ଭୁବନେଶ୍ୱର : ସୋମବାର ମଧ୍ୟରାତ୍ରୀ ସୁଦ୍ଧା ଓଡିଶାରେ ୨୬,୬୮୭ ଟି କୋଭିଡ୍ – ୧୯ ନମୂନା ପରୀକ୍ଷଣ କରାଯାଇଛି । ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୧୮ଟି ନମୂନା ପଜିଟିଭ୍ ରହିଛି । ରାଜ୍ୟରେ ପଜିଟିଭ୍ ବ୍ୟକ୍ତିଙ୍କ ଶତକଡା ରହିଛି ୦.୪୪ ପ୍ରତିଶତ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମଙ୍ଗଳବାର ସୁଦ୍ଧା ୮୦ ଜଣ ସକ୍ରିୟ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ […]

Continue Reading