ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆଙ୍କୁ ସହାୟତା ଦେବାକୁ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଅନ୍ୟ ରାଜ୍ୟରେ ଫସି ରହିଥିବା ଓଡିଆଙ୍କୁ ସହାୟତା ଦେବାକୁ ସମ୍ପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

 #ଓଡିଆଙ୍କୁ_ସହାୟତା_ଦେବାକୁ_ଅନ୍ୟରାଜ୍ୟ_ମୁଖ୍ୟମନ୍ତ୍ରୀଙ୍କୁ_ନବୀନଙ୍କ_ଚିଠି      ଭୁବନେଶ୍ୱର : ଓଡିଶା ବାହାରେ ଫସିଥିବା ଓଡିଆ ଲୋକଙ୍କୁ ସହାୟତା କରିବା ପାଇଁ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ତାଙ୍କ ରାଜ୍ୟରେ ଫସିଥିବା ଓଡିଆ ଲୋକଙ୍କୁ ସମ୍ପୃକ୍ତ ରାଜ୍ୟ ସହାୟତା କରନ୍ତୁ । ସେମାନଙ୍କ ରହିବା, ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡିଶା ସରକାର ବହନ […]

Continue Reading