ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ, ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲେ ନବୀନ

ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ, ପୂର୍ବାଞ୍ଚଳ ପାଇଁ ସ୍ପେଶାଲ ପ୍ୟାକେଜ ଦାବି କଲେ ନବୀନ

#ଓଡ଼ିଶାକୁ_ସ୍ବତନ୍ତ୍ର_ଫୋକସ_ରାଜ୍ୟ_ଦାବି_କଲେ_ନବୀନ    ଭୁବନେଶ୍ଵର: ଓଡ଼ିଶ ପ୍ରାକୃତିକ ବିପର୍ଯ୍ୟୟ ଭିତରେ ପେଶି ହେଉଛି। ବାରମ୍ବାର ବନ୍ୟା, ବାତ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହେଉଥିବାରୁ ରାଜ୍ୟର ଅର୍ଥନୀତି ଦୋହଲିଯାଉଛି। ଚାଷୀକୂଳ ହତାଶ ହେଉଛନ୍ତି। ତେଣୁ ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି। ସରକାର ପୂର୍ବରୁ ଅନେକ ଥର ଏହି ଦାବି କରିଆସୁଥିବାବେଳେ ଶୁକ୍ରବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ପୂର୍ବାଞ୍ଚଳ ପରିଷଦ ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଏହି ଦାବି ଉପସ୍ଥାପନ […]

Continue Reading