ଡାକ୍ତରଖାନାରେ ଏଲଇଡି ବୋର୍ଡରେ ପ୍ରଦର୍ଶିତ ହେବ ଶଯ୍ୟାର ଉପଲବ୍ଧତା

ଡାକ୍ତରଖାନାରେ ଏଲଇଡି ବୋର୍ଡରେ ପ୍ରଦର୍ଶିତ ହେବ ଶଯ୍ୟାର ଉପଲବ୍ଧତା

#ଏଲଇଡି_ବୋର୍ଡରେ_ପ୍ରଦର୍ଶିତ_ହେବ_ଶଯ୍ୟାର_ଉପଲବ୍ଧତା             ନୂଆଦିଲ୍ଲୀ  :  ଦିଲ୍ଲୀର ସମସ୍ତ ପ୍ରମୁଖ ଡାକ୍ତରଖାନା, କ୍ଲିନିକ୍ ଏବଂ ନର୍ସିଂହୋମରେ କେତେ ଶଯ୍ୟା ଉପଲବ୍ଧ ଅଛି ସେସମ୍ପର୍କରେ ଏଲଇଡି ବୋର୍ଡରେ ପ୍ରଦର୍ଶିତ କରିବାକୁ ଲେଫ୍ଟନାଂଟ୍ ଗଭର୍ଣ୍ଣର୍ ଅନୀଲ ବୈଜଲ୍ ନିର୍ଦ୍ଦେଶ ଦେଇଛନ୍ତି । ଚିକିତ୍ସା ପାଇଁ ଆସୁଥିବା ଅନେକ କରୋନା ରୋଗୀଙ୍କୁ ଡାକ୍ତରଖାନାରେ ଶଯ୍ୟା ନ ମିଳିବା ଏବଂ ପରେ ସେମାନଙ୍କ ମୃତ୍ୟୁ ହେବା ଖବର ସାମ୍ନାକୁ ଆସିବା ପରେ ସେ ଏଭଳି କଡା ନିଷ୍ପତି ନେଇଛନ୍ତି । ଏହା ସହ ଏଲଇଡି ବୋର୍ଡରେ […]

Continue Reading