ନିରନ୍ତର ଶିକ୍ଷା ପାଇଁ ଏବିପିଏସର ଅନଲାଇନ କ୍ଲାସ୍ ଆରମ୍ଭ

ନିରନ୍ତର ଶିକ୍ଷା ପାଇଁ ଏବିପିଏସର ଅନଲାଇନ କ୍ଲାସ୍ ଆରମ୍ଭ

#ଏବିପିଏସର_ଅନଲାଇନ_କ୍ଲାସ୍ ଆରମ୍ଭ          କାଶୀପୁର : ( କୈଳାଶ ବାଗ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଥିବା ଉତ୍କଳ ଆଲୁମିନା ଇଣ୍ଟରନେସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ଦୋରାଗୁଡା ର ଆଦିତ୍ୟ ବିର୍ଲା ସ୍କୁଲ୍ ତରଫରୁ ଅନଲାଇନ୍ କ୍ଲାସ୍ ଜରିଆରେ ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାକୁ ଜାରି ରଖିବା ଲାଗି ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍ -୧୯ ବିଶ୍ୱ ମହାମାରୀ କାରଣରୁ ୨୦୨୦ ମାର୍ଚ୍ଚ ପରଠାରୁ ସର୍ବ ଭାରତୀୟ ଲକ୍ ଡାଉନ ଯୋଗୁଁ […]

Continue Reading