ସହରାଞ୍ଚଳରେ ଗରିବଙ୍କ ପାଇଁ ଶହେ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି : ଏପ୍ରିଲ ୩୦ ଯାଏଁ ଲକଡାଉନ ବଢାଇବା ନେଇ କେନ୍ଦ୍ରକୁ ସୁପାରିସ

#ଏପ୍ରିଲ_୩୦_ଯାଏଁ_ଲକଡାଉନ_ବଢାଇବା_ନେଇ_କେନ୍ଦ୍ରକୁ_ସୁପାରିସ            ଭୁବନେଶ୍ୱର  :  ସମଗ୍ର ଦେଶରେ କରୋନାର ଭୟାବହତା ଓ ରାଜ୍ୟରେ ଏହାର ସ୍ଥିତିକୁ ଦେଖି ଏପ୍ରିଲ ୩୦ ଯାଏଁ ଲକଡାଉନ  ସମୟ ସୀମା ବଢାଇବା ନେଇ କେନ୍ଦ୍ରକୁ  ରାଜ୍ୟ ସରକାରଙ୍କ ପକ୍ଷରୁ ସୁପାରିସ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ପୂର୍ଣ୍ଣ ବୈଠକ  ଅନୁଷ୍ଠିତ ହୋଇଥିଲା । ମୁଖ୍ୟତଃ  ବୈଠକରେ ଏପ୍ରିଲ ୩୦ ଯାଏ ଲକ୍ ଡାଉନ୍ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଏସଂପର୍କରେ ମୁଖ୍ୟମନ୍ତ୍ରୀ […]

Continue Reading