ଏପ୍ରିଲ ୧୪ ପର୍ଯ୍ୟନ୍ତ ଗଡ଼ିବନି ଯାତ୍ରୀବାହୀ ଟ୍ରେନ୍

ଏପ୍ରିଲ ୧୪ ପର୍ଯ୍ୟନ୍ତ ଗଡ଼ିବନି ଯାତ୍ରୀବାହୀ ଟ୍ରେନ୍

#ଏପ୍ରିଲ_୧୪_ପର୍ଯ୍ୟନ୍ତ_ଗଡ଼ିବନି_ଯାତ୍ରୀବାହୀ_ଟ୍ରେନ୍     ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ ଟ୍ରେନକୁ   ଏପ୍ରିଲ ୧୪ ରାତି ୧୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଂଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ । ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ […]

Continue Reading