ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, କହିଲେ ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ ନୁହେଁ

ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟ ବିଦା, କହିଲେ ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ ନୁହେଁ

#ଉପମୁଖ୍ୟମନ୍ତ୍ରୀ_ପଦରୁ_ସଚିନ_ପାଇଲଟ_ବିଦା       ଜୟପୁର : ରାଜସ୍ଥାନ ସରକାରରେ ବିଦ୍ରୋହ ସୃଷ୍ଟି କରିଥିବା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟରେ କ୍ଷମତାଶୀନ କଂଗ୍ରେସ ସରକାର। ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। ଏହା ସହିତ ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦବୀରୁ ମଧ୍ୟ ବିଦା କରାଯାଇଛି। ସଚିନଙ୍କ ୨ ଘନିଷ୍ଠ ସହଯୋଗୀ ମନ୍ତ୍ରୀ ବିଶ୍ଵେନ୍ଦ୍ର ସିଂହ ଏବଂ ରମେଶ ମୀଣାଙ୍କୁ ବି ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଛି। ପାଇଲଟ୍‌ଙ୍କ ସ୍ଥାନରେ ଗୋବିନ୍ଦ ସିଂହଙ୍କୁ ନୂଆ ପିସିସି […]

Continue Reading