ଇମ୍ପାଲରେ ଫସି ରହିଛନ୍ତି କେନ୍ଦ୍ରାପଡାର ପାଇପ ମିସ୍ତ୍ରୀ

ଇମ୍ଫାଲରେ ଫସି ରହିଛନ୍ତି କେନ୍ଦ୍ରାପଡାର ପାଇପ ମିସ୍ତ୍ରୀ

#ଇମ୍ଫାଲରେ_ଫସି_ରହିଛନ୍ତି_କେନ୍ଦ୍ରାପଡାର_ପାଇପ_ମିସ୍ତ୍ରୀ        କେନ୍ଦ୍ରାପଡା   : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ, ଆଳି, ରାଜନଗର, ମହାକାଳପଡାର ୫୦୦ରୁ ଉର୍ଦ୍ଧ୍ୱ ପାଇପ ମିସ୍ତ୍ରୀ ମଣିପୁର ରେ ଦୁର୍ଦିନରେ ଦିନ କାଟୁ ଥିବାର ଜଣା ପଡିଛି । ଖବରରୁ ପ୍ରକାଶ ଯେ, ମଣିପୁରର ରାଜଧାନୀ ଇମ୍ଫାଲ ଠାରେ ଜିଲ୍ଲାର ୫୦୦ ପାଇପ ମିସ୍ତ୍ରୀ ଦୀର୍ଘ ବର୍ଷ ହେଲା ସେଠାରେ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ଦୀର୍ଘ ୨ ମାସ ହେଲା ଲକ ଡାଉନ ହେବା […]

Continue Reading