ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କଲା ଆଇଆଇଟି ମାଡ୍ରାସ

ଇଞ୍ଜିନିୟରିଂ କ୍ଷେତ୍ରରେ ପ୍ରଥମ ସ୍ଥାନ ହାସଲ କଲା ଆଇଆଇଟି ମାଡ୍ରାସ

#ଇଞ୍ଜିନିୟରିଂ_କ୍ଷେତ୍ରରେ_ପ୍ରଥମ_ସ୍ଥାନ_ହାସଲ_କଲା_ଆଇଆଇଟି_ମାଡ୍ରାସ             ନୂଆଦିଲ୍ଲୀ   :  ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଦେଶର ୧୦୦ଟି ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନ ତାଲିକାରେ ସ୍ଥାନ ପାଇଛନ୍ତି । ଏହି ୪ଟି ସଂସ୍ଥା ହେଲେ ରାଉରକେଲାସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକନଲୋଜୀ (ଏନଆଇଟି), ଶିକ୍ଷା ଓ ଅନୁସଂଧାନ ବିଶ୍ୱ ବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର ଓ କିଟ ବିଶ୍ୱ ବିଦ୍ୟାଳୟ ।ଏନଆଇଟି ରାଉରକେଲା ୩୨ତମ ସ୍ଥାନରେ, ଶିକ୍ଷା ଓ ଅନୁସଂଧାନ ବିଶ୍ୱବିଦ୍ୟାଳୟ ୩୮ ତମ ସ୍ଥାନରେ ରହିଛି । ସେହିପରି କିଟ ୪୪ତମ ସ୍ଥାନରେ ଓ […]

Continue Reading