#ଆର୍ଥିକ_ପ୍ୟକେଜର_ଦ୍ବିତୀୟ_ପର୍ଯ୍ୟାୟ  

ଆର୍ଥିକ ପ୍ୟକେଜର ଦ୍ବିତୀୟ ପର୍ଯ୍ୟାୟରେ ଗରିବ, ଚାଷୀ, ଛୋଟ ବ୍ୟବସାୟୀ ଓ ପ୍ରବାସୀ ଶ୍ରମିକଙ୍କୁ ସହାୟତା

#ଆର୍ଥିକ_ପ୍ୟକେଜର_ଦ୍ବିତୀୟ_ପର୍ଯ୍ୟାୟ       ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା ଯୋଜନାର ଘୋଷଣା କରିଛନ୍ତି ।ପ୍ରାୟ ୮ କୋଟି ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା  ଅଧିନରେ ୩୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ଏହି ଯୋଜନା ଅନୁସାରେ ପ୍ରବାସୀ ଶ୍ରମିକଙ୍କୁ ଆସନ୍ତା ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟଶସ୍ୟ ମିଳିବ । […]

Continue Reading