ଚିନ୍ତା ବଢାଇଲେ ନିଜାମୁଦ୍ଦିନ୍ ଫେରନ୍ତା : ଯାଜପୁର ସହର ସମେତ ବ୍ରହ୍ମବରଦା,ବ୍ୟାସନଗର,ଚଣ୍ଡିଖୋଲ,ପାଣିକୋଇଲି ସଟ ଡାଉନ : ଜିଲ୍ଳାପାଳ

ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ : ଜିଲ୍ଳାପାଳ

#ଆବଶ୍ୟକ_ପଡିଲେ_କର୍ଫ୍ୟୁ_ଲଗାଯିବ    ଯାଜପୁର : (ବିଶ୍ବଜିତ ରଣା) କରୋନାର ପ୍ରାଦୁର୍ଭାବ ଯେପରି ବଢୁଚ୍ଥି ଆବଶ୍ୟକ ପଡିଲେ କର୍ଫ୍ୟୁ ଲଗାଯିବ  । ଅନ୍ୟ ରାଜ୍ୟ ମାନଙ୍କରେ ଲକ୍ ଡାଉନ ଘୋଷଣା ପରେ ଆମ ଜିଲ୍ଳାକୁ ଯେପରି ଅଧିକରୁ ଅଧିକ ଲୋକ ପହଞ୍ଚୁଚ୍ଥନ୍ତି, ଏହାକୁ ନିୟନ୍ତ୍ରଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଜିଲ୍ଳାପାଳ ରଞ୍ଜନ କୁମାର ଦାସ କହିଚ୍ଥନ୍ତି । ବର୍ତ୍ତମାନ ସମଗ୍ର ଦେଶରେ ଲକ୍ ଡାଉନ ହେବାପରେ ମଧ୍ୟ ଲୋକମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ […]

Continue Reading