ଆଧାର ସହ ସଂଯୋଗ ହେବ ଭୋଟ୍ ପରିଚୟ ପତ୍ର

ଆଧାର ସହ ସଂଯୋଗ ହେବ ଭୋଟ୍ ପରିଚୟ ପତ୍ର

#ଆଧାର_ସହ_ସଂଯୋଗ_ହେବ_ଭୋଟ୍_ପରିଚୟ_ପତ୍ର     ନୂଆଦିଲ୍ଲୀ : ଆଧାର କାର୍ଡ ଓ ଭୋଟ୍ ପରିଚୟ ପତ୍ରକୁ ସଂଯୋଗ କରିବା ନେଇ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇ ପାରନ୍ତି। ଏ  ସମ୍ବନ୍ଧରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଗୁରୁବାର ସଂସଦରେ ସୂଚନା ଦେଇଛନ୍ତି। ସେ ଏହି ସୂଚନା ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସଂପ୍ରତି ଆଧାରକାର୍ଡକୁ ବ୍ୟାଙ୍କ ଆକାଉଣ୍ଟ, ପାନ କାର୍ଡ, ରାସନ କାର୍ଡ, ଗ୍ୟାସ୍ ସବସିଡି ସମେତ ଅନ୍ୟ ସରକାରୀ ସ୍କିମ ସହ ସଂଯୋଗ […]

Continue Reading