ଆତ୍ମ ନିର୍ଭରଶୀଳ ହେବାକୁ କରେନା ଆମପାଇଁ ସୁଯୋଗ ଆଣିଛି

ଆତ୍ମ ନିର୍ଭରଶୀଳ ହେବାକୁ କରେନା ଆମପାଇଁ ସୁଯୋଗ ଆଣିଛି

#ଆତ୍ମ_ନିର୍ଭରଶୀଳ_ହେବାକୁ_କରେନା_ଆମପାଇଁ_ସୁଯୋଗ_ଆଣିଛି         ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ ସୁଯୋଗ ଆଣିଦେଇଛି। ସାମ୍ପ୍ରତିକ ମହାମାରୀ ସମୟ ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କଟଜନକ ସମୟରେ ଭାରତ ଆତ୍ମନିର୍ଭର ହେବା ପାଇଁ ପ୍ରକୃଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। କୋଲକାତାରେ ହେଉଥିବା ଆଇସିସି(ଇଣ୍ଡିଆନ୍‌ ଚାମ୍ବରର୍ସ ଅଫ୍‌ କମର୍ସ)ର ୯୫ତମ ବାର୍ଷିକ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ […]

Continue Reading