ଆତ୍ମନିର୍ଭରଶୀଳ ନ ହେଲେ କରୋନା ମୁକାବିଲା ସମ୍ଭବ ନୁହେଁ: ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରଶୀଳ ନ ହେଲେ କରୋନା ମୁକାବିଲା ସମ୍ଭବ ନୁହେଁ: ପ୍ରଧାନମନ୍ତ୍ରୀ

#ଆତ୍ମନିର୍ଭରଶୀଳ_ନ_ହେଲେ_କରୋନା_ମୁକାବିଲା_ସମ୍ଭବ_ନୁହେଁ      ନୂଆଦିଲ୍ଲୀ: ପଞ୍ଚାୟତି ରାଜ ଦିବସ ଅବସରରେ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ଦେଶର ସରପଞ୍ଚମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନ ମନ୍ତ୍ରୀ କହିଛନ୍ତି ଯେ, କରୋନାଭାଇରସ୍ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ଶିକ୍ଷା ଦେଇଛି। ନଚେତ୍ ଆମେ ଏ ଭଳି ସମସ୍ୟାର ମୁକାବିଲା କରିପାରିବା ନାହିଁ। ନିଜର ମୌଳିକ ଆବଶ୍ୟକତା ପାଇଁ ଗାଁ, ଜିଲ୍ଲା ଓ ରାଜ୍ୟ ନିଜ ନିଜ ସ୍ତରରେ ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି ସେ ପ୍ରକାଶ କରିଛନ୍ତି । ଫଳରେ ସମଗ୍ର ଦେଶ […]

Continue Reading