ଆଣ୍ଡାମାନ-ନିକୋବରରୁ ଫେରିଲେ ୧୮୦ ପ୍ରବାସୀ

ଆଣ୍ଡାମାନ-ନିକୋବରରୁ ଫେରିଲେ ୧୮୦ ପ୍ରବାସୀ

#ଆଣ୍ଡାମାନ-ନିକୋବରରୁ_ଫେରିଲେ_୧୮୦_ପ୍ରବାସୀ            ଭୁବନେଶ୍ୱର  : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଫସିଥିବା ୧୮୦ ଜଣ ଓଡିଆ ପ୍ରବାସୀ ସୋମବାର ଓଡିଶା ଫେରିଛନ୍ତି । ଏୟାର ଏସିଆର ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ ଅପରାହ୍ନ ୧୨ଟା୫୦ ମିନିଟରେ ଭୁବନେଶ୍ୱରରେ ପହଂଚିଥିଲେ । ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଉତ୍ସର୍ଗିକୃତ ଅଧିକାରୀ ମାନଙ୍କୁ ନେଇ ଗଠିତ ଦଳ ଗୁଡିକ ସମ୍ପୃକ୍ତ ରାଜ୍ୟସରକାର ଏବଂ ଫେରି ଆସୁଥିବା ପ୍ରବାସୀ ଓଡିଆମାନଙ୍କ ସହ ଯୋଗାଯୋଗ କରିଥିଲେ । କୋଭିଡ୍-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ଔପ·ରିକତା […]

Continue Reading