#ଆଜି_ଭର୍ଚୁଆଲ_ରାଲିରେ_ରାଜ୍ୟବାସୀଙ୍କୁ_ସମ୍ବୋଧିତ_କରିବେ_ଅମିତ_ଶାହା  

ଆଜି ଭର୍ଚୁଆଲ ରାଲିରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ଅମିତ ଶାହା

#ଆଜି_ଭର୍ଚୁଆଲ_ରାଲିରେ_ରାଜ୍ୟବାସୀଙ୍କୁ_ସମ୍ବୋଧିତ_କରିବେ_ଅମିତ_ଶାହା               ଭୁବନେଶ୍ୱର  : କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ପରିପ୍ରେକ୍ଷୀରେ ସୋମବାର ଅପରାହ୍ନ ୩ଟା ୩୦ରେ ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଭର୍ଚୁଆଲ ରାଲି ଦ୍ୱାରା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ରାଜ୍ୟବାସୀ ବିଜେପି ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ୟୁଟ୍ୟୁବ ମାଧ୍ୟମରେ ଏହି ରାଲିରେ ସାମିଲ ହୋଇପାରିବେ । ଏଥିରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତଙ୍କୁ ଯୋଡିବାକୁ ଲକ୍ଷ୍ୟ ରଖାଯାଇଛି । ମୋଦି ସରକାର […]

Continue Reading