ଆଜି ବାତ୍ୟାର ରୂପ ନେବ ଲଘୁଚାପ,୧୨ ଜିଲ୍ଲାକୁ ଆଲର୍ଟ

ଆଜି ବାତ୍ୟାର ରୂପ ନେବ ଲଘୁଚାପ,୧୨ ଜିଲ୍ଲାକୁ ଆଲର୍ଟ

#ଆଜି_ବାତ୍ୟାର_ରୂପ_ନେବ_ଲଘୁଚାପ             ଭୁବନେଶ୍ୱର   :  ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଲଘୁଚାପ ଶୁକ୍ରବାର ସଂଧ୍ୟାରେ ଅବପାତର ରୂପ ନେଇଛି । ଶନିବାର ସଂଧ୍ୟା ବେଳକୁ ତାହା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣାପଡ଼ିନାହିଁ । ବାତ୍ୟା ହେଲେ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ । ବାତ୍ୟା ୧୭ ତାରିଖ ସନ୍ଧ୍ୟାପରେ ଦିଗ ପରିବର୍ତନ କରି ଉତ୍ତର କିମ୍ବା ଉତ୍ତର-ପୂର୍ବ […]

Continue Reading