ଆଜି କ୍ୟାବିନେଟ୍

ଆଜି କ୍ୟାବିନେଟ୍

#ଆଜି_କ୍ୟାବିନେଟ୍        ଭୁବନେଶ୍ୱର  : ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ବୈଠକ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧.୪୫ ମିନିଟରେ ଏହି ବୈଠକ ଆରମ୍ଭ ହେବ । ଏହା ପରେ ୧୨ ଟା ୧୫ରେ ରାଜ୍ୟ ମନ୍ତ୍ରୀ ପରିଷଦର ଆଉ ଏକ ବୈଠକ ବସିବ । ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ରହିଛି । ଏଥିମଧ୍ୟରେ ସରପଂଚ, ୱାର୍ଡ଼ମେମ୍ବରଙ୍କ ଭତା ବୃଦ୍ଧି, […]

Continue Reading