ଆଜିଠୁ ଗଡିବ ବସ ଓ ଟାକ୍ସି

ଆଜିଠୁ ଗଡିବ ବସ ଓ ଟାକ୍ସି

#ଆଜିଠୁ_ଗଡିବ_ବସ_ଓ_ଟାକ୍ସି         ଭୁବନେଶ୍ୱର  : ରାଜ୍ୟ ସରକାର ସୋମବାର ଠାରୁ କଂଟେନମେଂଟ ଜୋନ ବ୍ୟତିତ ଅନ୍ୟ ସମସ୍ତ ଅଂଚଳରେ ଘରୋଇ ବସ ଓ ଟାକ୍ସି ଚଳାଚଳ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସରକାର ସହମତି ଭିତିରେ ଆନ୍ତରାଜ୍ୟ ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ସେହିପରି ସିଟି ବସ ଚଳାଚଳ ପାଇଁ ମଧ୍ୟ ଅନୁମତି ପ୍ରଦାନ କରା ଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି […]

Continue Reading