ଉତ୍ତେଜନା ଥମିଲା , ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

ଉତ୍ତେଜନା ଥମିଲା , ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

#ଅଢ଼େଇ_କିଲୋମିଟର_ପଛକୁ_ହଟିଲା_ଚୀନ_ସେନା         ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଗତ ମେ ମାସଠାରୁ ଚାଲିଥିବା ମୁହାଁମୁହିଁ ପରିସ୍ଥିତି ଟିକିଏ ଶାନ୍ତ ପଡ଼ିବାର ଲକ୍ଷଣ ଦେଖାଦେଇଛି । ସାମରିକ ଓ କୂଟନୈତିକ ସ୍ତରରେ ବିଭିନ୍ନ ଆଲୋଚନା ପରେ ଶେଷରେ ଚୀନ ଓ ଭାରତ ସେନା ପଛକୁ ଫେରିବା ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ ଚୀନ ସେନା ବିବାଦୀୟ ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ପ୍ରାୟ ଅଢେଇ କିଲୋମିଟର ପଛକୁ ଫେରିଯାଇଛି । ଏହା […]

Continue Reading